କଟକ ପରେ ଅନୁଗୁଳରେ ନକଲି କାରଖାନା ଠାବ

ଖାଦ୍ୟ ନୁହେଁ ଏହା ବିଷ, କହିବାର କାରଣ ଏହିକି ଯେ ଆପଣ ମାନେ ଯାହାକୁ ଭଲ ଖାଦ୍ୟ ଭାବି ଖାଉଛନ୍ତି ତାହା ବାସ୍ତବିକ୍ ଭାବେ ଭଲ ଖାଦ୍ୟ ହୋଇ ରହୁନାହିଁ । ସେ ହୁଏ ତ ଏକ ଭଲ ବ୍ରାଣ୍ଡ ହୋଇଥାଇପାରେ କିନ୍ତୁ ସେଥିରେ ଥିବା ଜିନିଷ ଭଲ ନ ଥାଇପାରେ । କାରଣ ବର୍ତମାନ ଯେଉଁ ଭଳି ଭାବରେ ନକଲି କାରବାର ଧରା ହେଉଛି ତାହାକୁ ଦେଖିଲେ ଯେ କେହି ମଧ୍ୟ ଏଭଳି ଭାବିବ ! ଗୋଟିଏ ପଟେ ଦେଖବାକୁ ଗଲେ ଯଦି ଏପରି ଅଧିକରୁ ଅଧିକ ନକଲି ସାମଗ୍ରୀ ଜବତ ହେବ ତେବେ ନିଶ୍ଚିତଭାବେ ବଜାରରେ ନକଲି ସାମଗ୍ରୀ କରିବାକୁ ଲାଗିବ ।
ଏହା କହିବାର କାରଣ ଚା ପତି ଠାରୁ ଆରମ୍ଭ କରି ଘିଅ ଯାଏଁ ସବୁକିଛି କଟକରେ ଭେଜାଲ୍ ହେଉଥିବା ଦେଖିବାକୁ ମିଳିଥିଲା । ଏବେ କଟକ ପରେ ଅନୁଗୁଳରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ।


ଅନୁଗୁଳରେ ନକଲି ତେଲ କାରଖାନା ରେ ଚଢ଼ାଉ କରାଯାଇଛି । ଯେଉଁ ଥିରେ କି ପ୍ରଚୁର ମାତ୍ରାରେ ନକଲି ନାମି ଦାମି କମ୍ପାନୀ ର ନାମରେ ତେଲ ଭେଜାଲ ହେବାବେଳେ ଜବତ ହୋଇଛି ।ଚଢ଼ାଉ ବେଳେ ବିପୁଳ ପରିମାଣ ତେଲ, ଟିଣ, ପ୍ୟାକିଂ ଓ ଠିପି ଜବତ କରିଛି ପୋଲିସ ।ଘଟଣାରେ ୪ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ପ୍ରାଥମିକ ତଦନ୍ତ ବେଳେ ଏହି ତେଲ କୋଲକାତାର ହଳଦିଆରୁ ଟ୍ୟାଙ୍କର ଯୋଗେ ଆସିବା ପରେ ଏଠାରେ ଟିଣ ଡବାରେ ପ୍ୟାକିଂ ହେଉଥିବା ଜଣାପଡିଛି ।

ସଚେତନତା ସୃଷ୍ଟି କରିବା ପାଇଁ ଏହି ଖବରଟିକୁ ଆଗକୁ forward କରନ୍ତୁ । ଧନ୍ୟବାଦ🙏

Comments

Popular posts from this blog

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

ରାଜ୍ୟରେ ମଧ୍ୟ ଯୁକ୍ତ ଦୁଇ ପରିକ୍ଷା ବାତିଲ୍ - ଘୋଷଣା କଲେ ରାଜ୍ୟ ସରକାର

ସମୟର ଚକ୍ରବ୍ୟୁହ

Water level in Rishiganga lake has reduced by half a feet, scientists still refuse any kind of danger

ଓଡ଼ିଆ ଗୀତ - ଥୁଣ୍ଟା ବରଗଛ

ସମ୍ପୂର୍ଣ୍ଣ ରାଜ୍ୟକୁ ୨୪ ଘଣ୍ଟାରେ ଛୁଇଁବ ମୌସୁମୀ - ଆଜି ଠାରୁ ଲାଗି ରହିବ ଏହି ସବୁ ଜିଲ୍ଲାରେ ବର୍ଷା

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ

ଟିକେ କୋହଳ ହେଲା... ତଥାପି କଟକ ସମେତ ୧୩ଟି ଜିଲ୍ଲାରେ ୬ ଟା ରୁ ୧ ଟା ଯାଏଁ ଅତ୍ୟାବଶ୍ୟକ ଦୋକାନକୁ ଅନୁମତି

Actor Rajiv Kapoor passes away at 58