କଟକ ମହାବିଦ୍ୟାଳୟରେ ଗଣତନ୍ତ୍ର ଦିବସ ପାଳିତ

ଗଣତନ୍ତ୍ର ଦିବସ ଉପଲକ୍ଷେ କଟକ ମହାବିଦ୍ୟାଳୟରେ ତ୍ରିରଙ୍ଗା ପତକା ଉତ୍ତୋଳନ କରାଯାଇଥିଲା । ଏହି ଉତ୍ସବରେ କଟକ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ସନ୍ତୋଷ କୁମାର ପଟ୍ଟନାୟକ ପତାକା ଉୋଳନ କରିବା ସହିତ ଏହି ଦିବସ ପାଳନର ଉଦ୍ଦେଶ୍ୟ ଛାତ୍ର ମାନଙ୍କୁ ବୁଝାଇଥିଲେ।
ମହାବିଦ୍ୟାଳୟର ପ୍ରସାଶନିକ ଅଧିକାରୀ ମେଜର ପୁର୍ଣ୍ଣଚନ୍ଦ୍ର ସାହୁ, ରେଡ୍ କ୍ରସ୍ ଅଫିସର ପ୍ରଦୀପ୍ତ କୁମାର ମିଶ୍ର, ଯୁକ୍ତ ଦୁଇ ଅଧକ୍ଷ ବିଦ୍ୟାଭୂଷଣ ମହାନ୍ତି, ବାଣିଜ୍ୟ ବିଭାଗ ମୁଖ୍ୟ କେଶବ ଚନ୍ଦ୍ର ସାହୁ ପତାକା ଉତ୍ତୋଳନ କରିବାର ମାହାତ୍ମ୍ୟତା ବିଷୟରେ ଆଲୋଚନା କରିଥିଲେ।
କଟକ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଏଠାରେ ଉପସ୍ଥିତ ରହିବା ସହିତ କୋରୋନା ନିୟମକୁ ମଧ୍ୟ ଧ୍ୟାନ ଦିଆଯିଇଥିଲା ।

Comments

Post a Comment

Popular posts from this blog

ସମୟର ଚକ୍ରବ୍ୟୁହ

Water level in Rishiganga lake has reduced by half a feet, scientists still refuse any kind of danger

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

ଓଡ଼ିଆ ଗୀତ - ଥୁଣ୍ଟା ବରଗଛ

ସମ୍ପୂର୍ଣ୍ଣ ରାଜ୍ୟକୁ ୨୪ ଘଣ୍ଟାରେ ଛୁଇଁବ ମୌସୁମୀ - ଆଜି ଠାରୁ ଲାଗି ରହିବ ଏହି ସବୁ ଜିଲ୍ଲାରେ ବର୍ଷା

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ

ରାଜ୍ୟରେ ମଧ୍ୟ ଯୁକ୍ତ ଦୁଇ ପରିକ୍ଷା ବାତିଲ୍ - ଘୋଷଣା କଲେ ରାଜ୍ୟ ସରକାର

Actor Rajiv Kapoor passes away at 58

ଆସିଲା ନୂଆ କୋଭିଡ ଗାଇଡଲାଇନ