ଅଳ୍ପରେ ବଜେଟ

ଅଳ୍ପରେ ବଜେଟ
୧)ସ୍ୱାସ୍ଥ୍ୟ ପାଇଁ ୨.୨୩ ଲକ୍ଷ କୋଟି
୨)କୋଭିଡ୍ ‌ଟିକା ପାଇଁ ୩୫୦୦୦ କୋଟି
୩) ସଡ଼କ ପରିବହନ ଓ ରାଜପଥ ପାଇଁ ୧.୧୮ ଲକ୍ଷ କୋଟି
୪) ୮୫୦୦କି.ମି. ରାଜପଥ ବିକାଶ ପ୍ରକଳ୍ପ ହେବ
୫) ରେଳ ପଥ ପାଇଁ ୧,୧୦,୦୫୫ କୋଟି
୬) ଆୟକର ରିଟର୍ଣ୍ଣ ଦାଖଲ କରିବେନି ବରିଷ୍ଠ ନାଗରିକ
୭) ପେଟ୍ରୋଲ,ଡିଜେଲରେ ଲାଗିବ ଏଗ୍ରିସେସ୍‌, ବଢିବନି ଦର
୮) ୩୪ ଲକ୍ଷ ୮୩ ହଜାର କୋଟି ବ୍ୟୟ ଚିଠା
୯) ପ୍ରତିରକ୍ଷା ବଜେଟ୍ ୪ ଲକ୍ଷ ୭୮ ହଜାର କୋଟି
୧୦) ଜଳ ଜୀବନ ମିସନ ପାଇଁ ୨,୮୭,୦୦୦ କୋଟି
ଶସ୍ତା- ସୁନା, ରୁପା, ଇଲେକ୍ଟ୍ରୋନିକ୍ ଉତ୍ପାଦ, ଚମଡ଼ା ନିର୍ମିତ ଉତ୍ପାଦ, ଆଇରନ ଓ ଷ୍ଟିଲ୍‌, ନିମା ପ୍ରିମିୟମ , ରେଶମ ଓ କପା ।
ମହଙ୍ଗା - ଗାଡି ଓ ଏହାର ଯନ୍ରାଂଶ, ମୋବାଇଲ ଫୋନ, ଏସି, ଫ୍ରିଜ, ଲିଥିୟମ ବେଟେରୀ ଇତ୍ୟାଦି ।

ଅଧିକ ବିବରଣୀ ପାଇଁ ଆମ ଫେସବୁକ୍ ପେଜ୍‌ (ପ୍ରଣାମ ନ୍ୟୁଜ, Pranam News) କୁ ଲାଇକ୍ କରନ୍ତୁ ଏବଂ ସବୁ ଖବରର ଅଫଡେଟ୍ ତୁରନ୍ତ ପାଆନ୍ତୁ ।
ଧନ୍ୟବାଦ

Comments

Popular posts from this blog

Water level in Rishiganga lake has reduced by half a feet, scientists still refuse any kind of danger

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

Pharmacists take care of prisoners' health in jail! The training will begin in 30 prisons

ରାଜ୍ୟରେ ମଧ୍ୟ ଯୁକ୍ତ ଦୁଇ ପରିକ୍ଷା ବାତିଲ୍ - ଘୋଷଣା କଲେ ରାଜ୍ୟ ସରକାର

ସମୟର ଚକ୍ରବ୍ୟୁହ

Humans are ashamed - In Surat, the dog was tied and dragged into the bike

Govt comes up with stricter norms for social media, OTT platforms...

ଅଂଶୁଘାତ ଏବଂ ତାହାର ପ୍ରତିକାର

Global warming - The rising temperature of the earth will cause problems like living and food crisis.