Posts

Showing posts from May, 2021

ଆଜିର ଚର୍ଚ୍ଚା :- ବ୍ରାହ୍ମଣ ଜାତି ଏବଂ ପରିଚୟ

Image
ଜଣେ ବ୍ରାହ୍ମଣ ଭାରତୀୟ ଜାତି ପ୍ରଣାଳୀରେ ସର୍ବୋଚ୍ଚ ଜାତିର ସଦସ୍ୟ ଅଟନ୍ତି। ଯେଉଁମାନେ କି ପୂଜା ପାଠ କରିବା ସହିତ ସମାଜକଲ୍ୟାଣ ପାଇଁ ଉପଦେଶ ଦିଅନ୍ତି । ଆଜି ସେହି ବ୍ରାହ୍ମଣ ମାନଙ୍କୁ ନେଇ ସମାଜରେ ବିଭିନ୍ନ ପ୍ରକାର ଆଲୋଚନା ଚାଲୁଥିବାର ଦେଖାଯାଉଛି।  ଏ ଜାତିକୁ କିଛି ବ୍ୟକ୍ତି ସ୍ଵାର୍ଥପର, ଲୋଭି, ଭିକାରି ଠାରୁ ଆରମ୍ଭ କରି ଅନେକ କିଛି କହୁଥିବାର ଲକ୍ଷ କରାଯାଉଛି । ହଁ ଠିକ୍ ଯେ କିଛି ବ୍ୟକ୍ତି ଏଭଳି ଅଛନ୍ତି କିନ୍ତୁ କିଛିକାଂଶଙ୍କ ପାଇଁ ପୁରା ସମୁଦାୟ କୁ କିଭଳି ଅବା ନିନ୍ଦିତ କରାଯାଇ ପାରିବ ? ସମଜର ମଙ୍ଗଳ ଉଦେଶ୍ୟରେ ଏହି ଜାତି ଜନ୍ମିତ । ତେବେ ଏ ଜାତି କଭଳି ଖରାପ ହୋଇପାରେ । ଅଧ୍ୟାତ୍ମିକ ମାଧ୍ୟମରେ ଜନ ସାଧାରଣକୁ ସଚେତନ ଏବଂ ଜ୍ଞାନୀ କରି ସମାଜର ମଙ୍ଗଳ କାର୍ଯ୍ୟ କରିବା ହେଉଛି ଏମାନଙ୍କର ଲକ୍ଷ । ତେଣୁ ବ୍ରାହ୍ମଣର ପରିଚୟ ସମାଜରେ କିଛି ଅଲଗା ରହିଆସିଛି । ଜଣେ ବ୍ରାହ୍ମଣ ବ୍ୟକ୍ତି ନିଜର ପରିଚୟ ରୂପେ ନିମ୍ନ ଲିଖିତ କେତେ ତଥ୍ୟ ଜାଣିରଖିବା ଆବଶ୍ୟକ । ଯଥା :- ୧ ଗୋତ୍ର  ୨  ପ୍ରବର  ୩ ବେଦ  ୪  ଉପବେଦ  ୫  ଶାଖା  ୬  ସୂତ୍ର  ୭ ଛନ୍ଦ  ୮  ଶିଖା  ୯  ପାଦ  ୧୦  ଦେବତା  ୧୧ ଦ୍ୱାର । 1. ଗୋତ୍ର :- ଆମେ ଯେଉଁ ଋଷିଙ୍କ ବଂଶଜ ତାଙ୍କରି ନାମ ଅନୁସାରେ ଗୋତ୍ର ନିର୍ଣ୍ଣୟ ହୁଏ । 2. ପ...

ପୁଣି ବଢ଼ିବ କି ଲକ୍ଡ଼ାଉନ୍‌ ? ରାଜ୍ୟରେ ସଂକ୍ରମଣ ହାର କମୁଥିବା ବେଳେ ମଧ୍ୟ ଆଗକୁ ରହିଛି ବଡ଼ ବିପଦ

Image
ତାରିଖ        ସଂକ୍ରମଣ       ଟେଷ୍ଟ       ସଂକ୍ରମଣ ହାର ମେ’ ୨୪      ୧୦,୯୩୯    ୬୨,୨୬୧       ୧୭.୫୬ % ମେ’ ୨୫      ୧୧,୬୨୩    ୬୯,୪୦୭       ୧୬.୭୫ % ମେ’ ୨୬       ୬,୭୩୬     ୪୬,୨୪୧       ୧୪.୫୭ % ମେ’ ୨୭       ୭,୨୧୬      ୪୩,୭୬୮      ୧୬.୪୯ % ମେ’ ୨୮       ୭,୧୮୮      ୪୮,୬୪୯      ୧୪.୭୭ % ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ ହାର । କିଛି ଦିନ ହେଲା ଏକ ନିର୍ଦ୍ଦିଷ୍ଟ ସ୍ତରରେ ରହିଛି ସଂକ୍ରମଣ । କିଛି ଦିନ ତଳେ ୨୫ ପ୍ରତିଶତ ଉପରକୁ ଉଠି ଯାଇଥିଲା ଟେଷ୍ଟ ପଜିଟିଭିଟି ରେଟ୍ । ତେବେ ଗତ ୫ ଦିନର ସଂକ୍ରମଣ ହାର ଉପରେ ନଜର ପକାନ୍ତୁ । ଯାହାକି ସୂଚାଉଛି, ରାଜ୍ୟରେ କରୋନା ଶୀର୍ଷ ଛୁଇଁ ତଳକୁ ଖସୁଛି । ମେ’ ୨୪ ତାରିଖରେ ସଂକ୍ରମଣ ହାର ଥିଲା ୧୭.୫୬ ପ୍ରତିଶତ । ତେବେ ଗତ ୨୪ ଘଂଟା ଭିତରେ ୪୮ହଜାର ୬୪୯ କରୋନା ପରୀକ୍ଷା କରାଯାଇଥିବା ବେଳେ ୭ ହଜାର ୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର...

First aid - Recovery position

Image
HOW TO PUT A PERSON INTO THE RECOVERY POSITION ? SAFETY FIRST AND CALL FOR HELP  1. Make sure there is no danger to you, the person who needs help and bystanders  before giving help.  2. The victim needs urgent help. If not yet done, shout or call for help if you are alone but do not leave the person unattended. Ask a bystander to seek help or to arrange urgent transport to the nearest healthcare facility. Tell him to come back to you to confirm that help has been secured. HOW TO PUT A PERSON INTO THE RECOVERY POSITION  3. Put the person on the floor if he is not there already.  4. Remove the person’s spectacles if necessary.  5. Kneel down by the side of the casualty.  6. Make sure both of his legs are outstretched.  7. Place the nearest arm (the one on the side you are kneeling next to) at right angles to  his body.  8. Bend the forearm upwards with palm facing up.  9. Lay the person’s other arm across his ...

ମାଡ଼ି ଆସୁଛି ସୌର ଝଡ଼ - ଅକାମି ହୋଇଯିବ ମୋବାଇଲ ଫୋନ ! ବିମାନଯାତ୍ରୀ, ପାଓ୍ବାର ଗ୍ରୀଡ୍ ଓ ରେଡିଓ ଯୋଗାଯୋଗକୁ ବଡ଼ କ୍ଷତି ହେବା ସମ୍ଭାବନା

Image
ସାରା ବିଶ୍ୱ କରୋନା ଭାଇରସ କବଳରେ ରହିଛି । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଲାଣି କୋଭିଡ- ୧୯ । ଏହାମଧ୍ୟରେ ଆଉ ଏକ ଖରାପ ଖବର ସାମ୍ନାକୁ ଆସୁଛି । ଏତଦ୍ ବ୍ୟତୀତ ଫଙ୍ଗସ୍‌ ରୋଗ ଏବଂ  ପ୍ରାକୃତିକ ବିପର୍ଯୟ ମଧ୍ୟ ପିଛା ଛାଡୁ ନାହିଁ କିଛି ସ୍ଥାନରେ । ଏହି ସମୟରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ପୃଥିବୀ ଉପରେ ଆଉ ଏକ ବିପଦ ମାଡି ଆସୁଛି 'ସୌର ଝଡ' । ଗତ କିଛିଦିନ ହେବ ସୂର୍ଯ୍ୟ ପୃଷ୍ଠରୁ ଅନେକ ଉତ୍ତପ୍ତ ଗ୍ୟାସ୍ ବାହାରୁଛି । ଯାହାର ପ୍ରଭାବ ପୃଥିବୀ ଉପରେ ପଡିବାର ସମ୍ଭାବନା ଅଧିକ ରହିଛି । ଏହି ଗ୍ୟାସକୁ କରୋନାଲ୍ ମାସ୍ ଇଜେକ୍ସନ୍ କୁହାଯାଏ । ଏହା ଏତେମାତ୍ରାରେ ପ୍ରଭାବି ନୁହେଁ ଯେ ପୃଥିବୀରେ କୌଣସି ବଡ ଧରଣର କ୍ଷତି କରିବ । କିନ୍ତୁ ଏଥିରେ ଚୁମ୍ବକୀୟ ଝଡ ସୃଷ୍ଟି ହୋଇପାରେ । ଯାହାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଦ୍ୱନ୍ଦ୍ୱରେ ପଡିଛନ୍ତି । ଏହି ଚୁମ୍ବକୀୟ ଝଡ ହେବା ଫଳରେ ପୃଥିବାରେ ମୋବାଇଲରେ ଅନେକ ଯୋଗାଯୋଗ ପ୍ରକ୍ରିୟା, ରେଡିଓ କମ୍ୟୁନିକେସନ, ପାଓ୍ୱାର ଗ୍ରୀଡ୍ ଆଦି ପ୍ରଭାବିତ ହେବ । ଏପରିକି ବିମାନଯାତ୍ରୀ ଓ ବିମାନ କର୍ମଚାରୀଙ୍କ ପାଇଁ ଏହା ଅଧିକ ବିପଦ ସୃଷ୍ଟି କରିବ । ଆଉ କିଛି ବର୍ଷ ପରେ ସୌର ଝଡ ଓ ଚୁମ୍ବକୀୟ ଝଡ ଆଦି ସାଧାରଣ କଥା ପାଲଟିବ । ଲଗାତର ଭାବେ ଏପରି ଝଡ ସୃଷ୍ଟି ହେବ । ପୂର୍ବରୁ ୧୭ ବର୍ଷ ତଳେ ପୃଥିବୀ ଉପରେ ସୌର ଝଡର ପ୍ରଭାବ ପଡିଥିଲା । ଏହି ସୌର ଝଡ ପ୍ରଭାବରେ ପୃଥିବୀରେ କ...

ପାରାଦ୍ଵୀପ ଠାରୁ ୩୬୦କି.ମି. ଦୂରରେ ଅଛି ବାତ୍ୟା 'ୟାଶ୍'... ବାଲେଶ୍ଵର ରୁ ଭଦ୍ରକ ଧାମରା ମଧ୍ୟରେ ମାଡ ହେବାର ଅନୁମାନ

Image
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ୟାସ୍’ ଆଜି ବାତ୍ୟାର ରୂପ ନେବା ପରେ ଉତରପଶ୍ଚିମ ଆଡକୁ ଗତି କରୁଛି । ବଙ୍ଗୋପସାଗରରେ ବିରାଟ ଆକାରରେ ସୃଷ୍ଟି ହୋଇଥିବା ଏହି ଝଡ ବର୍ତ୍ତମାନ ଘଂଟାକୁ ୯ କିଲୋମିଟର ବେଗରେ ଉତର ଓଡିଶା ଆଡକୁ ଆସୁଛି । ଏହା ପାରାଦୀପରୁ ୩୬୦ କିଲୋମିଟର ଓ ବାଲେଶ୍ୱରରୁ ୪୬୦ କିଲୋମିଟର ଦୂରରେ ରହିଛି । ସେପଟେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମରେ ଭାରତୀୟ ପାଣିପାଗ ବିଭାଗ କହିଛି ଏହି ବାତ୍ୟା, ବାଲେଶ୍ୱରରୁ ଭଦ୍ରକ ମଧ୍ୟରେ ଅର୍ଥାତ ଚାନ୍ଦବାଲିରୁ ଚାନ୍ଦିପୁର ମଧ୍ୟରେ ଲ୍ୟାଣ୍ଡଫଲ କରିବ । ୨୬ ତାରିଖ ସକାଳ ସୁଦ୍ଧା ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୧୫୫-୧୬୫ କିଲୋମିଟର ପ୍ରତି ଘଂଟା ରହିପାରେ । ଏବଂ ପବନ ଝଟକା ଦେଇ ଘଂଟା ପ୍ରତି ୧୮୫-୧୯୦ କିଲୋମିଟରକୁ ମଧ୍ୟ ଯାଇପାରେ । ଓଡିଶାରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗର ଆକଳନ ପରେ ସାରା ଓଡିଶା ପ୍ରସ୍ତୁତି ପାଇଁ ତତ୍ପର ହୋଇଛି । କାରଣ ଗୋଟିଏ ପଟେ କରୋନା ସଂକ୍ରମଣ ବଢୁଥିବା ବେଳେ ଅନ୍ୟପଟେ ବାତ୍ୟା ଆଉ ଏକ ବିପଦ ନେଇ ଆସିଛି । ବାଲେଶ୍ୱର-ଭଦ୍ରକ ଉପକୂଳରେ ମାଡ କରିବା ପରେ ଏହି ବାତ୍ୟା ବାରିପଦା ଦେଇ ଝାଡଖଣ୍ଡ ଆଡକୁ ମୁହାଁଇ କ୍ରମଶଃ ଦୁର୍ବଳ ହୋଇଯିବ । ଏସଆରସି କହିଛନ୍ତି, ବାତ୍ୟା ବାଲେଶ୍ୱର , ମୟୁରଭଞ୍ଜ, ଓ କେଉଁଝରର କିଛି ଅଂଶକୁ କଭର କରି ଝାଡ...

ପାରାଦୀପରୁ ସାଗରଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟାସ୍ : ପାଣିପାଗ ବିଭାଗର ପୂର୍ବାନୁମାନ ୨୬ ସନ୍ଧ୍ୟାରେ ଛୁଇଁବ ସ୍ଥଳଭାଗ

Image
 ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟାସ’ ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଛୁଇଁପାରେ । ୨୬ ତାରିଖ ସନ୍ଧ୍ୟା ବାତ୍ୟା ପାରାଦୀପ ଓ ସାଗରଦ୍ବୀପ ମଧ୍ୟ ଭାଗରେ ସ୍ଥଳଭାଗ ଅତିକ୍ରମ କରିପାରେ ବାତ୍ୟା । ଭାତତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ସ୍ତଳଭାଗ ଛୁଇଁବା ବେଳକୁ ଏହାର ପ୍ରଭାବରେ ଘଂଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବହିବ । ଉପକୂଳରେ ସମୟ ସମୟରେ ଏହା ୧୮୫ କିଲୋମିଟର ବେଗରେ ଝଟକା ଦେଇପାରେ । ତେବେ ସମୁଦ୍ରରେ ଦେଖାଦେଇଥିବା ଲଘୁଚାପ କ୍ଷେତ୍ର କେଉଁ ସ୍ଥିତିରେ ଥିଲେ କେତେ ମାତ୍ରାରେ ପବନ ବହେ ଜାଣନ୍ତୁ । ଭାରତୀୟ ପାଣିପାଗ ବିଭାଗ କହିବା ଅନୁସାରେ, ଲଘୁଚାପ- ଅବପାତରେ ପରିଣତ ହେଲେ ପବନର ବେଗ ଘଂଟା ପ୍ରତି ୩୦ରୁ ୫୦ କିଲୋମିଟର ରହିଥାଏ ସେହିଭଳି ଗଭୀର ଅବପାତରେ ପବନର ବେଗ ଘଂଟା ପ୍ରତି୫୦ରୁ ୫୦ କିଲୋମିଟର ରହିଥାଏ । ଅବପାତ ଯେତେବେଳେ ବାତ୍ୟାରେ ପରିଣତ ହୁଏ, ସେତେବେଳେ ପବନର ବେଗ ବଢି ଘଂଟା ପ୍ରତି ୬୦ରୁ ୮୦ କିଲୋମିଟର ହୁଏ । ସେହିଭଳି ଭୀଷଣ ବାତ୍ୟା ବେଳେ ପବନର ବେଗ ଘଂଟା ପ୍ରତି ୯୦ରୁ ୧୨୦ କିଲୋମିଟର ହୋଇଥାଏ । ଅତି ଭୀଷଣ ବାତ୍ୟା ହୋଇ ସାମୁଦ୍ରିତ ଝଡ ସ୍ଥଳଭାଗ ଛୁଇଁଲେ ସେତେବେଳେ ପବନର ବେଗ ଘଂଟା ପ୍ରତି ୧୨୦ରୁ ୧୬୫ କିଲୋମିଟର ରହିଥାଏ । ସେହିଭଳି ଅତିରୁ ଅତି ଭୀଷଣ ବାତ୍ୟା ସମୟରେ ସ୍ଥଳଭାଗରେ ପବନରେ ବେଗ ଘଂଟା ପ୍ରତି ୧୬୬ରୁ ୨୨୦ କିଲୋମିଟର ବହେ । ଏକ...

The Formation of the IFRC - History of the Red Cross

Image
The International Federation of Red Cross and Red Crescent Societies (IFRC) was founded in 1919 in Paris in the aftermath of World War I. The war had shown a need for close cooperation between Red Cross Societies, which, through their humanitarian activities on behalf of prisoners of war and combatants, had attracted millions of volunteers and built a large body of expertise. A devastated Europe could not afford to lose such a resource. It was Henry Davison, president of the American Red Cross War Committee, who proposed forming a federation of these National Societies. An international medical conference initiated by Davison resulted in the birth of the League of Red Cross Societies, which was renamed in October 1983 to the League of Red Cross and Red Crescent Societies, and then in November 1991 to become the International Federation of Red Cross and Red Crescent Societies. The first objective of the IFRC was to improve the health of people in countries that had suffered ...

Corona's third wave is set to come, PM's chief scientific advisor warns, said - Preparation will have to be done from now on.

Image
The corona is gaining new momentum with each passing day. Hospitals have neither beds nor oxygen. The patient and his timber are forced to stumble from rate to rate. More than three and a half lakh cases and nearly 4 thousand deaths daily are telling the story of the destruction of this virus. In the midst of all this, a big news is coming about the death virus. The virus is causing havoc in India. He is going to change his face once again. Yes, this time he will be stronger than before, more dangerous than before and will try to take more lives than before. The outbreak of the second wave of Corona is not over yet that scientists have warned about the arrival of the third wave. Meaning, by the time the second wave of Corona is fought by the country, its third wave will be ready to knock. In such a situation, there is a need to be careful. Government's guidelines to be followed. Otherwise Khusia will not take long to turn into weeds and only and only we will ...