ଆପଣ ଜାଣନ୍ତି କି, ଔଷଧରେ ଏପରି ଚିହ୍ନ କାହିଁକି ଥାଏ ?

ଆମମାନଙ୍କ ମଧ୍ୟରୁ ଅଧିକାଂଶ ଅସୁସ୍ଥ ହେଲେ ଆମେ ଡାକ୍ତରଖାନା ନଯାଇ ସିଧାସଳଖ ଔଷଧ ଦୋକାନକୁ ଯାଇ ଔଷଧ ଆଣି ଆମେ ଖାଇଥାଉ । କିଛି ଲୋକ ଏହି ଭଳି ଔଷଧ କିଣି ଆଣି ଖାଆନ୍ତି ଏଥିରୁ ପ୍ରାୟ ଭଲ ହେଉଥିବାବେଳେ କିଛି ଲୋକ ଅନେକ ଅସୁବିଧାର ସମୁଖିନ ହୋଇଥାଆନ୍ତି। ତେବେ ଏହି ଔଷଧ କିଣିଲାବେଳେ ଆମେ କିଛି । ସାଧାରଣ କଥା ବିଷୟରେ ଧ୍ୟାନ ଦେବା ଉଚିତ୍ । ଆମେ କିଛି ଔଷଧ କିଣିଲାବେଳେ ଦେଖିଥିବା ସେହି ଔଷଧ ଖୋଳ ଉପରେ ଏକ ନାଲି ରଂଗର ଗାର ପଡ଼ିଥାଏ । ଏହି ଗାର ବିଷୟରେ ଡାକ୍ତର ମାନେ ପ୍ରାୟ ଭଲ ଭାବରେ ଜାଣିଥାଆନ୍ତି। କିନ୍ତୁ ଆମ ଭଳି ସାଧାରଣ ଲୋକ ଏ ବିଷୟରେ ଏତେ ଅବଗତ ନ ଥାଆନ୍ତି।
ଔଷଧ ଖୋଳ ଉପରେ ଥିବା ନାଲି ରଙ୍ଗର ଅର୍ଥ ହେଉଛି ଡାକ୍ତରଙ୍କ ପରାମର୍ଶ ବିନା ଏହି ଔଷଧକୁ ବିକ୍ରୟ କରାଯାଇ ପାରିବ ନାହିଁ କିମ୍ବା ଏହାକୁ ବ୍ୟବହାର କରାଯାଇ ପାରିବ ନାହିଁ । ଆଣ୍ଟିବାୟୋଟିକ୍ ର ଭୁଲ ବ୍ୟବହାରକୁ ରୋକିବା ପାଇଁ ଏହି ଔଷଧରେ ଏଭଳି ଚିହ୍ନ ଦିଆଯାଇଥାଏ ।
ଲାଲ୍ ରଙ୍ଗ ଗାର ବ୍ୟତୀତ, ଅନେକ ଉପଯୋଗୀ ତଥ୍ୟ ଔଷଧ ଖୋଳ ଉପରେ ଲେଖାଯାଇଥାଏ, ଯାହାକୁ କି ଯାଣିବା ଅତି ଗୁରୁତ୍ଵପୂର୍ଣ୍ଣ । କେତେକ ଔଷଧ ଖୋଳରେ ଆର୍.ଏକ୍ସ ଲେଖାଯାଇଥାଏ । ଏହାର  ଅର୍ଥ ହେଉଛି ଏହି ଔଷଧ କେବଳ ଡାକ୍ତର ପରାମର୍ଶରେ ଗ୍ରହଣ କରିବା ଉଚିତ ।

ଏହି ନ୍ୟୁଜ କୁ ଅଧିକରୁ ଅଧିକ ଲୋକଙ୍କ ପାଖକୁ ସେୟାର କରନ୍ତୁ ଯାହାକି ଏହି ବିଷୟରେ ଲୋକ ଅଧିକ ଜାଣି ପାରିବେ ଓ ସଚେତନ ମଧ୍ୟ ହେବେ । ଅଧିକ ବିବରଣୀ ପାଇଁ ଆମ ଫେସବୁକ୍ ପେଜ୍‌ (ପ୍ରଣାମ ନ୍ୟୁଜ, Pranam News) କୁ ଲାଇକ୍ କରନ୍ତୁ ଏବଂ ସବୁ ଖବରର ଅଫଡେଟ୍ ତୁରନ୍ତ ପାଆନ୍ତୁ ।
ଧନ୍ୟବାଦ

Comments

  1. ଟିକେ ଲେଖାରେ ଭୁଲ ରହୁଥିବାରୁ କ୍ଷମା ପ୍ରାର୍ଥନା କରୁଛୁ:- ପ୍ରଣାମ ଟିମ୍

    ReplyDelete

Post a Comment

Popular posts from this blog

Govt comes up with stricter norms for social media, OTT platforms...

Sabnam is first woman to be hanged in independent India. Here's the story of her horrific crime...

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ

ଅନୁପ ଚନ୍ଦ୍ର ପାଣ୍ଡେ ହେଲେ ଭାରତର ନିର୍ବାଚନ କମିଶନର - ଦାୟୀତ୍ଵ ପ୍ରଦାନ କଲେ 'ମହାମହିମ ରାଷ୍ଟ୍ରପତି'

ଲକଡାଉନ୍ ସମୟରେ ସାଇବର ଅପରାଧର ଦ୍ରୁତ ବୃଦ୍ଧି: ଅର୍ଣ୍ଣବ ଚକ୍ରବର୍ତ୍ତୀ

Two minors drowned in the river. The bodies were recovered from the Patali river in the Nandapur block of Koraput district...

ପୁଣି ବଢ଼ିବ କି ଲକ୍ଡ଼ାଉନ୍‌ ? ରାଜ୍ୟରେ ସଂକ୍ରମଣ ହାର କମୁଥିବା ବେଳେ ମଧ୍ୟ ଆଗକୁ ରହିଛି ବଡ଼ ବିପଦ

ଶାଳଗ୍ରାମର ଉତ୍ପତ୍ତି ଏବଂ ଏହାର ଆଧ୍ୟାତ୍ମିକ ତତ୍ତ୍ଵ